ଶତାୟୁ ବିବି ହାଇସ୍କୁଲ, ଢେଙ୍କାନାଳ ର ଜିଲ୍ଲା ସ୍ତରରେ ମଞ୍ଚସ୍ଥ ଦୁଇଟି ନାଟକ ଦର୍ଶକ ମଣ୍ଡଳୀ ଦ୍ୱାରା ଉଚ୍ଚ ପ୍ରଶଂସିତ

ଶତାୟୁ ବି. ବି. ହାଇସ୍କୁଲ୍, ଢେଙ୍କାନାଳର ଜିଲ୍ଲା ସ୍ତରରେ ମଞ୍ଚସ୍ଥ ଦୁଇଟି ନାଟକ ଦର୍ଶକ ମଣ୍ଡଳୀ ଦ୍ୱାରା ଉଚ୍ଚ ପ୍ରଶଂସିତ ଢେଙ୍କାନାଳ: ତା.୦୪.୦୯.୨୦୨୩ ରିଖ : ନିକଟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଢେଙ୍କାନାଳ ଆନୁକୁଲ୍ୟରେ ପୁରୁଣା ଜିଲ୍ଲାପରିଷଦ ହଲ ଠାରେ,ଢେଙ୍କାନାଳ ଜିଲ୍ଲା ସ୍କୁଲ ସ୍ତରୀୟ (ସ୍କିଟ୍ )ବ୍ୟଙ୍ଗ ନାଟକ ପ୍ରତିଯୋଗିତା -୨୦୨୩ ରେ ଶତାୟୁ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ୦୮ ଜଣ ଛାତ୍ରୀ – ଛାତ୍ରମାନଙ୍କ ଦ୍ଵାରା ସଫଳ ପ୍ରଦର୍ଶିତ, ଲିଗାଲ … Continue reading ଶତାୟୁ ବିବି ହାଇସ୍କୁଲ, ଢେଙ୍କାନାଳ ର ଜିଲ୍ଲା ସ୍ତରରେ ମଞ୍ଚସ୍ଥ ଦୁଇଟି ନାଟକ ଦର୍ଶକ ମଣ୍ଡଳୀ ଦ୍ୱାରା ଉଚ୍ଚ ପ୍ରଶଂସିତ