ଢେଙ୍କାନାଳ ସହର ରେ ନୁର୍ତନ ଢାଞ୍ଚା ରେ ସଚେତନନାଗରିକଫୋରମ ପକ୍ଷରୁ ଡିସିସି ପ୍ଲେ ସ୍କୁଲ ରେ କୁନି କୁନି ପିଲାମାନଙ୍କ ଦ୍ୱାରା ଗୁରୁଦିବସ ଓ ଜନ୍ମାଷ୍ଟମୀ ଉତ୍ସବ ପାଳନ

*ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ଆନୁକୁଲ୍ୟରେ ଢେଙ୍କାନାଳ ଠାରେ ଗଢ଼ିଉଠିଥିବା DCC play Schhol ରେ କୁନି କୁନି ପିଲାମାନଙ୍କ ଦ୍ୱାରା ଗୁରୁଦିବସ ଏବଂ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଇଅଛି । ଏହି ପର୍ବ ପାଇଁ କୁନି କୁନି ପିଲାମାନେ ଆମ ଭାରତୀୟ ସଂସ୍କୃତି ଓ ପରମ୍ପରା କୁ ସମ୍ମାନ ଦେଇ ରାଧା ଏବଂ କୃଷ୍ଣ ବେଶରେ ସୁସଜ୍ଜିତ ହୋଇ ବିଦ୍ୟାଳୟ ପରିସରରେ ଗୁରୁଦିବସ ସଙ୍ଗେ ଜନ୍ମାଷ୍ଟମୀ ମଧ୍ୟ ପାଳନ କରିଥିଲେ l ପ୍ରକାଶ ଥାଉ କି ଏହି ଇଂରାଜୀ ବିଦ୍ୟାଳୟ ରେ ବିନା Donation ରେ ଆଡମିସନ୍ ଦେବା ସଙ୍ଗେ ସଙ୍ଗେ ଉନ୍ନତ ମାନର ଖେଳ ସାମଗ୍ରୀ ସହ ଶିକ୍ଷାଦାନ କରାଯାଇଥାଏ*।

Leave a comment

Design a site like this with WordPress.com
Get started