ବିଜେପି ପକ୍ଷରୁ ଭୁବନ ବ୍ଲକ ନୀଳକଣ୍ଠପୁର ରେ ମାଟି ସଂଗ୍ରହ

ଭୁବନ ବ୍ଲକ ନୀଳକଣ୍ଠପୁର ର ପ୍ରତ୍ୟେକ ଘରୁ ମାଟି ସଂଗ୍ରହ କରାଯାଇଛି । ରାଜ୍ୟ ପରିଷଦ ସଦସ୍ୟ ଶତ୍ରୁଘ୍ନ ଜେନା ଙ୍କ ନେତୃତ୍ୱ ରେ ଶତାଧିକ ବିଜେପି ନେତା ଙ୍କ ଉପସ୍ଥିତରେ ଗାଁ ର ସମସ୍ତ ପରିବାର ରୁ ମାଟି ସଂଗ୍ରହ କରାଯାଇଛି ।

#dhenkanalupdate

Leave a comment

Design a site like this with WordPress.com
Get started