ଶ୍ରୀ ଶ୍ରୀ ଭଗବତ ଜୀଉ ଢେଙ୍କାନାଳ ସହର ର ରଗଡି ସାହିରେ ଜନ୍ମାଷ୍ଟମୀ ଯୋଗଦେଲେ ବିଧାୟକ ସୁଧୀର କୁମାର ସାମଲ

ଢେଙ୍କାନାଳ ସହରର ୧୫ ନମ୍ବର ୱାର୍ଡ ସ୍ଥିତ ରଗଡ଼ି ସାହିର
ଶ୍ରୀ ଶ୍ରୀ ଭଗବତ ଜୀଉ ସମ୍ମୁଖରେ ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ।
#sudhirkumarsamal #dhenkanal #odisha

Leave a comment

Design a site like this with WordPress.com
Get started