ଢେଙ୍କାନାଳ ଜିଲ୍ଲା ବିଜୁଜନତାଦଳ ର ବିଜୁ ମହିଳା କାର୍ଯ୍ୟକାରୀ ସଭାପତି ରୁବି ବିଶ୍ୱାଳ ଙ୍କୁ ଶିଶୁ ସୁରକ୍ଷା ଆୟୋଗ ର ସଦସ୍ୟ ଭାବେ ନିଯୁକ୍ତି !ଆମ ଅଞ୍ଚଳର ଜଣେ ଉଦୀୟମାନ ନାରୀ ନେତ୍ରୀ ଭାବେ ଗତ ଦେଢ଼ ଦଶନ୍ଧି ଧରି ରାଜନୀତିରେ ଥାଇ ଜନସେବାରେ ବ୍ରତୀ ଥିବା ତଥା ଆମ ଅଞ୍ଚଳର ସମସ୍ୟା ସହିତ ଓତଃପ୍ରୋତଭାବେ ଜଡ଼ିତ ରହି ସମସ୍ୟାର ସମାଧାନ ପାଇଁ ତତ୍ପର ଥିବା ଜଣେ ଉଚ୍ଚାକାକ୍ଷୀଂ ମହିଳା “ରୁବି ବିଶ୍ୱାଳ “ଙ୍କୁ ମାନ୍ୟବର ମୂଖ୍ୟମନ୍ତ୍ରୀ ଓଡ଼ିଶାର ଶିଶୁମାନଙ୍କର ସୁରକ୍ଷା ପରି ଏକ ଗୁରୁ ଦାୟୀତ୍ବ ନ୍ୟସ୍ତ କରିଛନ୍ତି। ତାଙ୍କୁ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟ ମନୋନୀତ କରିଛନ୍ତି। ଏହି ସଫଳତା ପାଇଁ ଆମ ଅଞ୍ଚଳବାସୀ ଖୁସି ଜାହିର କରିବା ସହିତ ତାଙ୍କର ଉତ୍ତରୋତ୍ତର କାମନା କରୁଛୁ ।
ମହିମା ଧର୍ମ ଧାମ ବିକାଶ ପରିଷଦ, ମହିମାଗାଦି,ଯୋରନ୍ଦା
ଯୋରନ୍ଦା ଆଞ୍ଚଳିକ ବିକାଶ ପରିଷଦ, ମହିମା ଗାଦି ,ଯୋରନ୍ଦା
ଦଧିସିଙ୍ଗା ଗ୍ରାମବାସୀ ବ୍ରୃନ୍ଦ

Leave a comment