ଢେଙ୍କାନାଳ ରେ ଗତ କାଲି ହୋଇଥିବା ଟାଉନହଲ ଠାରେ ଆପ୍ପ ଯୋରଦାର ବୈଠକ ସଭା ଅନୁଷ୍ଠିତ, ଢେଙ୍କାନାଳ ଜିଲ୍ଲାର ସଦର ବିଧାନସଭା କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ ଶିବିର ଜିଲ୍ଲା ସଭାପତି ଶ୍ରୀ ପଙ୍କଜ ନାୟକଙ୍କ ନେତୃତ୍ତ୍ୱରେ ସକାଳ ପ୍ରାୟ ୧୧:୦୦ଟାରେ ଆରମ୍ଭ ହୋଇ ସନ୍ଧ୍ଯା ୦୪:୦୦ ସମୟରେ ସମ୍ପାଦିତ ହୋଇଛି। ମୁଖ୍ୟ ଅତିଥିଭାବେ ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ଯୋଗ ଦେଇ ସଭାପତିତ୍ବ କରିଥିଲେ ଏବଂ ସଦର ବିଧାନସଭା ଅଧୀନରେ ଥିବା ସଦର ବ୍ଲକ, ଗଁଦିଆ ବ୍ଲକ ଏବଂ ଢେଙ୍କାନାଳ ମୁନିସିପାଲଟିର ତିନୋଟି କମିଟି ଗଠନ କରାଯାଇ ଆଗାମୀ ୧୫ ଦିନର ଗୋଟିଏ ରୋଡ ମ୍ୟାପ୍ ପ୍ରସ୍ତୁତ କରାଯାଇଛି l

Leave a comment