ଢେଙ୍କାନାଳ ଜିଲ୍ଲା ଗଁଦିଆ ଖଣ୍ଡର ବିବିଧ କ୍ଷେତ୍ରକୁ ନେଇ କରମୁଳ ପଞ୍ଚାୟତର ଗଣେଶ ଖୋଲା ସ୍ଥିତ ଆଶ୍ରମ ପ୍ରାଙ୍ଗଣରେ ଖଣ୍ଡର ବିଭିନ୍ନ ହିନ୍ଦୁ ସଂଗଠନ ସହ ଜଡିତ ମୁଖ୍ୟ କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇ ଅଛି, ଏହି ବୈଠକରେ ସଂଘର ଅଶୋକ ଭାଇ ଓ ସବ୍ୟସାଚୀ ଭାଇ ତଥା ବିଶ୍ୱ ହିନ୍ଦୁ ପରିଷଦର ବାବା ବସିଷ୍ଠ ଦାସ ମହାରାଜ ନେତୃତ୍ୱ ନେଇ ସଭାକାର୍ଯ୍ୟ ସୁଚାରୁ ରୂପେ ପରିଚାଳିତ କରିଥିଲେ…

Leave a comment

Design a site like this with WordPress.com
Get started