ଭୁବନରେ ସମ୍ବାଦ ପରିବାର ପକ୍ଷରୁ ୩୯ ତମ ବାର୍ଷିକ ଉତ୍ସବ ଉପଲକ୍ଷେ ପ୍ରତିଯୋଗିତାଙ୍କୁ ପୁରସ୍କାର ବିତରଣ କଲେ thegold ପରିବାର ମୁରବି ବାସନ୍ତୀ ଦେବି

ସମ୍ବାଦ ପରିବାର ପକ୍ଷରୁ ୩୯ ତମ ବାର୍ଷିକ ଉତ୍ସବ ଉପଲକ୍ଷେ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କଲେ The Gold ପରିବାର ମୁରବି ବାସନ୍ତୀ ଦେବୀ
ଭୁବନ ବ୍ଲକ —
ପରୀକ୍ଷା କେନ୍ଦ୍ରର ନାମ,-
ବାଜିରାଉତ ସ୍ମୃତି ବିଦ୍ୟାଳୟ

ଚିତ୍ରାଙ୍କନ –
ପ୍ରଥମ ସାଇ ସମର୍ପିତା ବେହେରା ସରସ୍ବତୀ ଶିଶୁ ମନ୍ଦିର ଭୁବନ
ଦ୍ୱିତୀୟ -ମନଦୀପ ବେହେରା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଭୁବନ
ତୃତୀୟ -ବର୍ଷା ପ୍ରିୟଦର୍ଶନୀ ସାହୁ ସରସ୍ବତୀ ଶିଶୁ ମନ୍ଦିର ଭୁବନ

ଓଡ଼ିଆ ହସ୍ତାକ୍ଷର-
ପ୍ରଥମ – ଆଦ୍ୟାଶା ବେହେରା ଓଡିଶା ଆଦର୍ଶ ବିଦ୍ୟାଳୟ ପୁରୁଷୋତ୍ତମପୁର

ଦ୍ୱିତୀୟ – ଯାତ୍ରୀମାୟୀ ଦାସ -ସରକାରୀ ଭିତରଦିଗ ପାଟଣା ବିଦ୍ୟାଳୟ, ଭୁବନ
ତୃତୀୟ – ଦିବ୍ୟମ ପୃଷ୍ଟି ବିନାୟକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଭୁବନ
ଭାଷାଜ୍ଞାନ–
ପ୍ରଥମ-ପୂର୍ଣ୍ଣିତା ସାହୁ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଭୁବନ
ଦ୍ୱିତୀୟ -ସଗୁନ ସାହୁ ଜାତୀୟ ବିଦ୍ୟା ନିକେତନ ମହୁଲପାଳ
ତୃତୀୟ –ଅନ୍ୱେଶା ସାହୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଭୁବନ ଏହି କାର୍ଯ୍ୟକ୍ରମ ରେ ବାଜିରାଉତ ସ୍ମୃତି ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣାନନ୍ଦ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବ ରେ ସମାଜ ସେବୀ ବିଶ୍ୱରଂଜନ ଦାସ ମୁଖ୍ୟ ଅତିଥି , ବାସନ୍ତୀ ବିହାରୀ, ବିଳାସିନୀ ପୃଷ୍ଟି , ସଚ୍ଚିଦାନନ୍ଦ ରାଉତ, ଲଳିତ କୁମାର ବେହେରା, କାଉଁସିଲର ପପୁ କୁମାର ସାହୁ ଯୋଗ ଦେଇଥିଲେ | ବିନୋଦ କୁମାର ଦାସ, ତପନ କୁମାର ସାମନ୍ତ, ସଂଜୀବ କୁମାର ନାୟକ ସରୋଜ କୁମାର ନାୟକ ,ସଚ୍ଚିଦାନନ୍ଦ ଆଇଚ, ସୁଜିତ କୁମାର, ମନୋରଞ୍ଜନ ସାହୁ, ସିଦ୍ଧେଶ୍ୱର ଆଇଚ ନିରୀକ୍ଷକ ଭାବେ ଯୋଗ ଦେଇଥିଲେ | ବାଜିରାଉତ ସ୍ମୃତି ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ

Leave a comment

Design a site like this with WordPress.com
Get started