‘କାନ୍ଧରେ ହାତ ରଖିବା, କପଡ଼ା ଟାଣିବା. ଅପରାଧ’: ପୋକ୍ସୋ ମାମଲାରେ ହାଇକୋର୍ଟଙ୍କ ରାୟପୋକ୍ସୋ ଆକ୍ଟ ମାମଲାରେ ଏକ ବଡ଼ ରାୟ ଶୁଣାଇଛନ୍ତି ମାନ୍ୟବର ହାଇକୋର୍ଟ । ଜଣେ ଯୁବତୀ କିମ୍ବା ମହିଳାଙ୍କ କପଡ଼ା ଟାଣିବା କିମ୍ବା ତାଙ୍କ କାନ୍ଧରେ ହାତ ରଖିବା ଯୌନ ଅପରାଧର ଅନ୍ତର୍ଭୁକ୍ତ ହେବ । ଜଣେ ବ୍ୟକ୍ତିଙ୍କ ଏପରି ଆଚରଣ ତାଙ୍କ ଯୌନ ଅପରାଧକୁ ଦର୍ଶାଇଥାଏ ବୋଲି କହିଛନ୍ତି ହାଇକୋର୍ଟ ।ଏ ନେଇ ଏକ ମାମଲାରେ ଜଣକୁ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କୁ ଜେଲ୍ ଦଣ୍ଡ ଶୁଣାଇଛନ୍ତି ମାନ୍ୟବର ଅଦାଲତ ।

‘କାନ୍ଧରେ ହାତ ରଖିବା, କପଡ଼ା ଟାଣିବା. ଅପରାଧ’: ପୋକ୍ସୋ ମାମଲାରେ ହାଇକୋର୍ଟଙ୍କ ରାୟ

ପୋକ୍ସୋ ଆକ୍ଟ ମାମଲାରେ ଏକ ବଡ଼ ରାୟ ଶୁଣାଇଛନ୍ତି ମାନ୍ୟବର ହାଇକୋର୍ଟ । ଜଣେ ଯୁବତୀ କିମ୍ବା ମହିଳାଙ୍କ କପଡ଼ା ଟାଣିବା କିମ୍ବା ତାଙ୍କ କାନ୍ଧରେ ହାତ ରଖିବା ଯୌନ ଅପରାଧର ଅନ୍ତର୍ଭୁକ୍ତ ହେବ । ଜଣେ ବ୍ୟକ୍ତିଙ୍କ ଏପରି ଆଚରଣ ତାଙ୍କ ଯୌନ ଅପରାଧକୁ ଦର୍ଶାଇଥାଏ ବୋଲି କହିଛନ୍ତି ହାଇକୋର୍ଟ ।

ଏ ନେଇ ଏକ ମାମଲାରେ ଜଣକୁ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କୁ ଜେଲ୍ ଦଣ୍ଡ ଶୁଣାଇଛନ୍ତି ମାନ୍ୟବର ଅଦାଲତ ।

Leave a comment

Design a site like this with WordPress.com
Get started