
ବିଜେପି ଗନ୍ଦିଆ ବ୍ଲକ ଯୁବମୋର୍ଚ୍ଚାର ପୂର୍ବତନ ସଭାପତି ବଡ଼ଭାଇ Bibekananda Samal (ବୁଲୁ ଭାଇ)ଙ୍କର ଗତ ରାତିରେ ଅକାଳ ବିୟୋଗ ଖବର ଶୁଣି ମୁଁ ମର୍ମାହତ, ଏଭଳି ବିପଦ ସମୟରେ ମହାପ୍ରଭୁ ତାଙ୍କ ପରିବାର ବର୍ଗ ଙ୍କୁ ସହାୟ ହୁଅନ୍ତୁ ,ଅମର ଆତ୍ମାର ସତଗତି ନିମନ୍ତେ ମହାପ୍ରଭୁଙ୍କ ନିକଟରେ ଏତିକି ପ୍ରାର୍ଥନା କରୁଛି।
ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଓଁ ଶାନ୍ତି 🙏
Leave a comment