ରକ୍ତଦାନ କରି ମହାନତା ଅର୍ଜନ କଲେ ଟି ଏସ ଆଇ ଏଡିଟର ବିତୁଜ ଭାଇ ମିଳିତ ସାମ୍ବାଦିକ ସଙ୍ଘ ତରଫରୁ ଅଶେଷ ଅଶେଷ ଧନ୍ୟବାଦ

ଯେଉଁଠି ଢେଙ୍କାନାଳ ରକ୍ତ ଭଣ୍ଡାର ଫେଲ୍ ମାରୁଛି ସେଠୀ ସହ
ଯୋଗର ହାତ ଵଢାଉଛନ୍ତି, ମୋ ଵଡ ଭାଇ, ଵେତୁଜ ଭାଈ
କାଲି ରାତ୍ର 10 ଘଟିକା ସମୟରେ ମୋତେ ଗୋଟେ ଭୁଵନ
ଅଞ୍ଚଳର ଗାଁ ଟିଭି ପ୍ରତିନିଧି, ମୋ ସାଗଂ ଫୋନକଲା ଭାଇ A+
ବ୍ଲଡ ଦରକାର ତୁରନ୍ତ, ଏ ବ୍ଲଡଟି ସହଯେ ମିଳିନଥାଏ।
ମୁଁ କାହାକୁ କହିବି ଭାବୁଥାଏ। ହଠାତ ମନେ ପଡିଲା ସେହି
ବ୍ଲଡ ମାଷ୍ଟର ଵେତୁଜ ଭାଇ। ମୁଁ ସଂଗେ ସଂଗେ ଫୋନକଲି
ଆଜି ସଖାଳୁ ଭାଇ ଯୋଗାଡ କରିଦେଲେ। ଏଥିରେ ମୁଁ ଦୁଇ
ଜଣଙ୍କୁ ଶ୍ରେୟଃ ଦେବି (ଗଁଦିଆ ର ସାମ୍ବାଦିକ ମଦନ ରାଉତଙ୍କୁ)
ଧନ୍ୟଵାଦ ଦୁଈ ଭାଇଙ୍କରଏଭଳୀ ଶେବା ଯାରିରହୁ 🏩🏩🏩🏩🏩

Leave a comment

Design a site like this with WordPress.com
Get started