
*ସାଇବର ଥାନାର ଦ୍ୱାରସ୍ଥ ହେଲେ ଅନୁ ଚୌଧୁରୀ…*
*-ଏକ ୱେବପୋର୍ଟାଲ ବିରୋଧରେ ଥାନାର ଦ୍ୱାରସ୍ତ*
*-ଓଲିଉଡ ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ନାଁ ରେ ମିଥ୍ୟା ଖବର ପ୍ରସାରଣ ହୋଇଥିଲା*
*-ଅନୁଙ୍କୁ କ୍ୟାନ୍ସର ହୋଇଥିବା ନେଇ ଗୁଜବ ପ୍ରଚାରିତ ହୋଇଥିଲା*
*-ଏଭଳି ଖବରକୁ ନିନ୍ଦା କରିବା ସହ ଆଇନର ଆଶ୍ରୟ ନେଲେ ଅନୁ*ସାଇବର
Leave a comment