ସୋମ୍ୟ କହିଲେ ମୁଖ୍ୟମନ୍ତ୍ରୀ ଜାଣିଛନ୍ତି କି ନାହିଁ ସନ୍ଦେହ

ମୁଖ୍ୟମନ୍ତ୍ରୀ ଜାଣିଛନ୍ତି କି ନାହିଁ ସନ୍ଦେହ ..

ସୌମ୍ୟଙ୍କୁ ପଦରୁ ହଟାଇବା ଉପରେ ସନ୍ଦେହ | ଆଗରୁ କାରଣ ଦର୍ଶାଅ ମାଗି, କାର୍ଯ୍ୟାନୁଷ୍ଠାନ ହେଉଥିଲା | ସୌମ୍ୟ ପଟ୍ଟନାୟକଙ୍କ ଘଟଣାରେ ସେପରି ଘଟି ନାହିଁ | ମୁଖ୍ୟମନ୍ତ୍ରୀ ଏକଥା ଜାଣିଥିବେ କି ନାହିଁ ସନ୍ଦେହ | ମୋଟାମୋଟି ରାଜନୈତିକ ପରିସ୍ଥିତି ଭଲ ନାହିଁ | ଏମିତ କେତେ ଅଘଟଣା ଆଗକୁ ଘଟିପାରେ… !ସୋମ୍ୟ

Leave a comment

Design a site like this with WordPress.com
Get started