କାମାକ୍ଷାନଗର ଵିଜ୍ଞାପିତ ଅଞ୍ଚଳ ପରିଷଦ ୫ ନମ୍ବର ଓ୍ଵାର୍ଡ କାଉନସିଲର ୰ସରୋଜ ମହାଳିକଙ୍କ ନିଧନ ପରେ ଶୋକସନ୍ତପ୍ତ ପରିବାରକୁ ଭେଟିଲେ ସାଂସଦ ମହେଶ ସାହୁଙ୍କ ସହିତ ଦୁଇ ନଗରପାଳ ଧର୍ମାନନ୍ଦ ପରିଡା ଓ ଶୁଭେନ୍ଦୁ ସାହୁ ।
ଆଜି ଅପରାହ୍ନ ୪ ଘଟିକା ସମୟରେ କାମାକ୍ଷାନଗର ଵିଜ୍ଞାପିତ ଅଞ୍ଚଳ ପରିଷଦ ୫ ନମ୍ବର ଓ୍ଵାର୍ଡର କାଉନସିଲର ସ୍ଵର୍ଗତ ୰ସରୋଜ ମହାଳିକଙ୍କ ବାସଭବନରେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ମହୋଦୟ ଏଵଂ ଦୁଇ ମାନ୍ୟବର ନଗରପାଳ ଶ୍ରୀଯୁକ୍ତ ଧର୍ମାନନ୍ଦ ପରିଡା ଓ ଶ୍ରୀଯୁକ୍ତ ଶୁଭେନ୍ଦୁ ସାହୁ ପହଞ୍ଚି ଶୋକସନ୍ତପ୍ତ ପରିଵାରଵର୍ଗଙ୍କୁ ଭେଟି ଗଭୀର ସମଵେଦନା ଜଣାଇଛନ୍ତି।
🙏🙏🙏🙏🙏
@cmo_odisha @naveen_odisha @vkpandian.odisha @bijujanatadal_odisha

Leave a comment