ଗଁଦିଆ ବ୍ଲକ ରେ ନୁର୍ତନ ଗୋଷ୍ଠୀ ଉନୟନ ଅଧିକାରୀ ବିଡ଼ିଓ ଭାବେ ଯୋଗଦାନ କଲେ ପବିତ୍ର କୁମାର ବେହେରା

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକରେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ( ବିଡିଓ) ଭାବେ ଯୋଗ ଦେଇଛନ୍ତି ପବିତ୍ର କୁମାର ବେହେରା l ପୃର୍ବରୁ ସେ ପୁରୀ ଜିଲ୍ଲା କଣାସ ବ୍ଲକରେ ବିଡ଼ିଓ ଭାବେ କାଯ୍ୟରତ ଥିଲେ l

Leave a comment

Design a site like this with WordPress.com
Get started