ଆସନ୍ତା ୨୩ ତାରିଖ ରେ ବାରଣାସି କ୍ରିକେଟ ଷ୍ଟାଡ଼ିୟମର କରିବେ ପି ଏ ମ ମୋଦି

*🔖ଆସନ୍ତା 23ତାରିଖ ରେ ବାରଣାସୀ କ୍ରିକେଟ୍‌ ଷ୍ଟାଡିୟମ୍‌ର ଶିଳାନ୍ୟାସ କରିବେ PM ମୋଦି l*

*▪️ ସାମିଲ ହେବେ ତେନ୍ଦୁଲକର, ସୁନୀଲ ଗାଭାସ୍କର, କପିଲ ଦେବ, ରବି ଶାସ୍ତ୍ରୀ ସମେତ ଅନେକ ଭେଟେରାନ କ୍ରିକେଟ୍ ତାରକା l*

*▪️ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୩ରେ ବାରାଣାସୀ ଗସ୍ତରେ ଯାଇ ୪୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମର ଶଳାନ୍ୟାସ ପକାଇବେ।*
*▪️ ଏହା ସହିତ ସେ ବାରାଣାସୀ ସମେତ ଅନ୍ୟାନ୍ୟ ଜିଲ୍ଲାରେ ପ୍ରସ୍ତୁତ ୧୪ ଟି ଅଟଳ ଆବାସିକ ବିଦ୍ୟାଳୟର ଉଦଘାଟନ କରିବେ ।*

Leave a comment

Design a site like this with WordPress.com
Get started