

ରାଜ୍ୟ ବିଜେପି ସଭାପତି Manmohan Samal ଜିଙ୍କ ଆହ୍ୱାନ କ୍ରମେ ଓଡ଼ିଶାର ପ୍ରତି ଗ୍ରାମ ପଞ୍ଚାୟତ ସମ୍ମୁଖରେ ଓଡ଼ିଶାର ବିଜେଡି ସରକାରର ଦୁର୍ନୀତି ଅନୀତି ଏକଛତ୍ରବାଦ ଭ୍ରଷ୍ଟାଚାର ବିରୁଦ୍ଧରେ ଗଣବିକ୍ଷୋଭ ରାଜ୍ୟାବ୍ୟାପୀ ଚାଲୁ ଅଛି, ସେଇ କ୍ରମରେ ଆଜି ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀ ଗଁଦିଆ ବ୍ଲକ ଅନ୍ତର୍ଗତ ଜୋନ -୨ (କପିଳାସ ମଣ୍ଡଳ)ର ରାଇତଳା ପଞ୍ଚାୟତରେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ Krushna Patra ଜିଙ୍କ ନେତୃତ୍ୱରେ,ମଣ୍ଡଳ ସଭାପତି ଶ୍ରୀଯୁକ୍ତ Satrughna Rout ଜିଙ୍କ ସଭାପତିତ୍ୱରେ ଗଣବିକ୍ଷୋଭ ସୁଚାରୁ ରୂପେ ପରିଚାଳିତ ହୋଇଥିଲା, ଏଥିରେ ଢେଙ୍କାନାଳ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ Ratikanta Sahu Ratikanta Sahu ଜି, ଗଁଦିଆ ମଣ୍ଡଳ ସଭାପତି ଶ୍ରୀଯୁକ୍ତ Das Lalita ଜି ତଥା ମଣ୍ଡଳର କାର୍ଯ୍ୟକର୍ତ୍ତାମାନେ , ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ Dharmananda Rout ଜି ତଥା ପଞ୍ଚାୟତର ମୁଖ୍ୟ କାର୍ଯ୍ୟକର୍ତ୍ତା ମାନେ ବିଜେଡି ସରକାର ବିରୁଦ୍ଧରେ ନିଜ ନିଜର ମତ ରଖି ଅଭିଭାଷଣ ଦେଇଥିଲେ l
Dharmendra Pradhan, BJP Odisha, BJP4India, BJP Gondia, Rama Patra
Leave a comment