ଗଜଲଷ୍ମୀ ପୂଜା ପାଇଁ ଢେଙ୍କାନାଳ ର ମୁଖ୍ୟ ଆକର୍ଷଣ 81ତମ ଲଷ୍ମୀପୂଜା ପାଇଁ ବ୍ରlହ୍ମଣୀନଦି ରୁ ମାଟି ଅଣା ପର୍ବ ଆରମ୍ବ

*ଢେଙ୍କାନାଳ ର ମୁଖ୍ୟ ଆକର୍ଷଣ ୮୧ ତମ ଲକ୍ଷ୍ମୀପୂଜା ପାଇଁ ବ୍ରାହ୍ମଣୀ ନଦୀ ରୁ ମାଟି ଅଣା ପର୍ବ ହୋଇଯାଇଅଛି । ୧୯୪୩ ମସିହା ଠାରୁ ପୂଜା ଆରମ୍ଭ କରିଥିବା ଶ୍ରୀ ଶ୍ରୀ ମଉଡ଼ମଣି ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ମୀନା ବଜାର ଦ୍ଵାରା ଏହି ମାଟିଅଣା ପର୍ବ  ପ୍ରାରମ୍ଭ  କରାଯାଇଥାଏ। ଏବେ ଢେଙ୍କାନାଳ ରେ ଗଣେଶ ପୂଜା ସରି ଲକ୍ଷ୍ମୀ ପୂଜା ର ମlହୋଲ ଏବଂ ପ୍ରସ୍ତୁତି ଜୋର୍ ସୋର୍ ରେ ଆରମ୍ଭ ହୋଇଯାଇଅଛି* ।

Leave a comment

Design a site like this with WordPress.com
Get started