ସୁନା ସଫେଇ ନାଁରେ ଠକିନେଇଗଲେ ୨ ଦୃବୁତ

ଯୋରନ୍ଦା ପଞ୍ଚାୟତ ଅlତିଣ୍ଡା ଗ୍ରାମରେ ଦିନ ରେ ସୁନା ସଫେଇ କରିବା କହି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ରେ ଚାଲୁଛି ଲୁଟ,

ଢେଙ୍କାନାଳ ସହର ଲୁଟେରାଙ୍କ ଆଡାପାଲଟିଗଲାଣି ଆଜି ଗଁଦିଆ ବ୍ଲକ ଯୋରନ୍ଦା ଥାନା ଅନ୍ତର୍ଗତ ଅlତିଣ୍ଡା ଗ୍ରାମ ରେ ଘଟୁଛି ଘଟଣା (ବିଷୟ )ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ଅlତିଣ୍ଡା ଗ୍ରାମର ନୀଳମଣି ସାହୁ ଙ୍କ ଘରେ ଏକ ବିଭାର୍ଟ ସୃଷ୍ଟି ଘଟଣା ନୀଳବାବୁ ଙ୍କୁ ୨ ଯୁବକ ଶିଖାଇ ଘରର ସମସ୍ତ ଷ୍ଟିଲ, ସଫେଇ କରିସାରି ଓ ରୂପା , ସୁନା,ଉପରେ ବୁଝାଇଥିଲେ କିନ୍ତୁ ଘଟଣା ପୁରା ଓଲଟା, ନୀଳମଣି ସାହୁ ତାଙ୍କ ସ୍ତ୍ରୀ ଓ ମା ସୁନା ଯେତକ ଥିଲା ପାଉଡର( ଗୁଣ୍ଡ )ସାହାଯ୍ୟ ରେ ସବୁ ତକ ଏକ ଗିନା ରେ ଥିବା ପାଣିରେ ବୁଡାଇଥିଲେ ପରେ ୨ ଯୁବକ ପେପର ସାହାଯ୍ୟ ସବୁ ସାହାଯ୍ୟ ସୁନା ଓ ରୁପାକୁ ଅଣାଯାଇଥିବା ପାଉଡର ଗୁଣ୍ଡ ରେ ପେପର ରେ ଗୁରାଇ ୨ ପେଣ୍ଡୁ ବମ ପରି ଗୋଲ କରି ରଖିଥିଲେ ପରେ ମାଲିକ ନୀଳବାବୁ ବହୁତ ଖୁସି ହୋଇଯାଇଥିଲେ ଯାହାହେଉ ଆମର ସବୁ ସୁନା ଓ ରୂପା ନୂଆ ହୋଇଯିବ, ତାଙ୍କ ଠାରୁ ଦଶଖତ ନେବା ପାଇଁ କହିଲେ ଓ ନୀଳମଣି ସାହୁ ଓ ନୀଳବାବୁ ବହୁତ ଖୁସି ହୋଇଯାଇଥିଲେ କିନ୍ତୁ ୨ ଯୁବକ ହୋଇଯାଇଥିବା ୨ ପେଣ୍ଡୁକୁ ବ୍ୟାଗ ରେ ୨ ଗୋଲ କୁ ଆଣି ଏଇ ୨ ପେଣ୍ଡୁ କୁ ଚେଞ୍ଜ କରିଦେଇଥିଲେ, ଓ ଘର ଛାଡି ଚାଲିଯାଇଥିଲେ ପରେ ନୀଳବାବୁ ୨ ଗୋଲ ପିଣ୍ଡୁଳା କୁ ଖୋଲି ଦେଖନ୍ତିତ ସବୁ ପାଉଡର, ନୀଳବାବୁ ଙ୍କ ମୁଣ୍ଡ ଚକଚକି ବଣା,

Leave a comment

Design a site like this with WordPress.com
Get started