
ଚାନ୍ଦା ପାଇଁ ବେକ କଟିଲେ
ଭୁବନ 28.9.23
ପାର୍ବଣ ଋତୁରେ ଅଶାନ୍ତ ହୋଇଛି ସୁରପ୍ରତାପପୁର | ଖୁଦୁରୁକୁଣୀ ଓଷା କୁ ଯାକଜାମକ ରେ ପାଳନକରୁଥିବା ସୁରପ୍ରତାପପୁର ରେ ଚାନ୍ଦା ମାଗି ବିଫଳ ହେବାରୁ ଜଣେ ଯୁବକ ଙ୍କ ବେକ କାଟି ଦେଲେ ଦୁବୁର୍ତ୍ତ | ଗାଁ ର ଯୁବ କମିଟି ପକ୍ଷରୁ ମିନା ବଜାର ଆୟୋଜନ କରାଯାଇଛି | କମିଟି ସଦସ୍ୟ ବିମଳ ସ୍ୱାଇଁ ଙ୍କୁ ବୁଧବାର ରାତି 11. 15ଟାରେ ୩ ଯୁବକ ନିଳ ସ୍ୱାଇଁ ଜେନା ସ୍ୱାଇଁ କାଳନ୍ଦୀ ନାୟକ ଚାନ୍ଦା ମାଗିଥିଲେ | ଚାନ୍ଦା ନପାଇବାରୁ ଧାରୁଆ ଅସ୍ତ୍ର ରେ ବିମଳ ଙ୍କ ବେକ କୁ କାଟି ଦେଇଥିଲେ | ପରେ ଗାଁ କମିଟି ର ସଦସ୍ୟ ନିଳ ସ୍ବାଇଁଙ୍କୁ ପୋଲିସ ଜିମାରେ ଦେଇଥିବା ଜଣାପଡିଛି | ଚିକିତ୍ସା ପାଇଁ ବିମଳ ଡାକ୍ତରଖାନା ରେ ଭର୍ତ୍ତି ହୋଇଥିବା ଜଣାପଡିଛି
Leave a comment