ଅକ୍ଟୋମ୍ବର ରେ ଲାଗୁଛି ସୂର୍ଯ୍ୟପରlଗ ଓ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ ଓ ଜଣାନ୍ତୁ

*ଅକ୍ଟୋବରରେ ଲାଗୁଛି ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ, ଜାଣି ନିଅନ୍ତୁ ସମୟ ଓ କେଉଁ ରାଶି ଉପରେ ପଡିବ ପ୍ରଭାବ…..*

.ଅକ୍ଟୋବରରେ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ଲାଗୁଛି । ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ରାଶି ଉପରେ ଗଭୀର ପ୍ରଭାବ ପଡିଥାଏ । ପିତୃପକ୍ଷ ଅମାବାସ୍ୟାରେ ସୂର୍ଯ୍ୟଗ୍ରହଣ ଲାଗୁଛି । ଏହି ଗ୍ରହଣ ଯଦିଓ ଭାରତରେ ଦେଖାଯିବ ନାହିଁ ତଥାପି ଏହାର ପ୍ରଭାବ ୪ ଗୋଟି ରାଶି ଉପରେ ପଡିବ ।କିନ୍ତୁ ଚନ୍ଦ୍ରଗ୍ରହଣ ଭାରତରେ ଦେଖାଦେବ ଓ ଏହାର ଅଶୁଦ୍ଧି ସମୟ ବି ଭାରତରେ ମନାଯିବ ।
ଏହି ଗ୍ରହଣ ସୂର୍ଯ୍ୟ ପରାଗର ୧୫ ଦିନ ପରେ ପୂର୍ଣ୍ଣିମାରେ ଲାଗିବ । ୩୦ ଅକ୍ଟୋବରରେ ଲାଗିବ ଚନ୍ଦ୍ର ଗ୍ରହଣ । ଏହିଦିନ ରାହୁ ବି ରାଶି ପରିବର୍ତ୍ତନ କରୁଛନ୍ତି । ଏହି କ୍ରମରେ ଆସନ୍ତୁ ଜାଣିବା ଏହି ଗ୍ରହଣର କେଉଁ ରାଶି ଉପରେ କ’ଣ ପ୍ରଭାବ ପଡୁଛି ।

ମେଷ: ଏହି ସମୟ ଆପଣଙ୍କ ଲାଗି କିଛି ଭଲ ଓ କିଛି ଖରାପ ରହିବ । ଆପଣଙ୍କ ଜୀବନରେ ସବୁ ଠିକ୍‌ଠାକ୍ ଚାଲୁଥିବା ଭଳି ଲାଗୁଥିଲେ ମଧ୍ୟ ହଠାତ୍ ଜୀବନରେ କିଛି ସମସ୍ୟା ଆସିଯାଇପାରେ । କ୍ୟାରିୟର ଓ ବିଜନେସ୍ ମାମଲାରେ ଚିନ୍ତାଜନକ ସ୍ଥିତି ଉପୁଜିପାରେ । ମୁଣ୍ଡବିନ୍ଧା ଓ ଦୁଃଶ୍ଚିନ୍ତା ସମସ୍ୟା ଲାଗିରହିପାରେ ।
ନୂଆ ଡିଜାଇନ ଜୋତା ପିନ୍ଧି ବିଶ୍ୱକପ ଖେଳୁଛନ୍ତି…

କନ୍ୟା: ଟଙ୍କା ପଇସା ମାମଲାରେ ସାବଧାନତାର ସହ ଚଳିବା ଉଚିତ । ଆପଣଙ୍କୁ ଧନ ଲାଭ ହୋଇପାରେ କିନ୍ତୁ ଏହା ମାତ୍ର କିଛି ସମୟ ଲାଗି ବଳବତ୍ତର ରହିପାରେ । ମୋଟାମୋଟି ଭା

Leave a comment

Design a site like this with WordPress.com
Get started