ଢେଙ୍କାନାଳ ଗଁଦିଆ ବ୍ଳକ କାଶୀପୁର ରୋଡ ଶୋଚନୀୟ ଶୁଣୁନି ପ୍ରଶାସନ କେବେ ବଦଳିବ ଏହି ରୋଡ

ଢେଙ୍କାନାଳ (ରିପୋର୍ଟ-ଶ୍ରୀଧର ପାତ୍ର )ଜିଲ୍ଲା ଗଁଦିଆ ବ୍ଲକର 29 ଗୋଟି ପଞ୍ଚାୟତ ଭିତରେ, ବହୁ
ଦ୍ରୃଦିନ ଅବସ୍ଥା ଦେଇ ଗତିକରୁଅଛି, କାଶୀପୁର ପଞ୍ଚାୟତ ଏଠି ସରକାରଙ୍କର କିଛି କାମ ନ ହୋଇ ପାରୁଥିବାବେଳେ, ଏଠିବି ସମାନ
ଅବସ୍ଥାପ୍ରଶ୍ନ ସୃଷ୍ଟି କରୁଛି କେତେଯେ ପ୍ରଶାସନ କୁ ଚେତାବନୀ ଦେଲେ ପ୍ରଶାସନ ନଜର ରେ ଆସିବ ଏହି ରୋଡ

Leave a comment

Design a site like this with WordPress.com
Get started