*ବଢ଼ିଲା_୨_ହଜାର_ଟଙ୍କିଆ_ନୋଟ_ବଦଳ ଅବଧି*
*ଅକ୍ଟୋବର ୭ ଯାଏ ନୋଟ ବଦଳାଇ ପାରିବେ ଲୋକେ*
*ବ୍ୟାଙ୍କରେ ୨ ହଜାର* *ଟଙ୍କିଆ ନୋଟ ବଦଳ କରିହେବ*
*ଆଜି ସରୁଥିଲା ୨ ହଜାର ଟଙ୍କିଆ ନୋଟ ବଦଳ ଅବଧି*
*ସପ୍ତାହେ ବଦଳ ଅବଧି ବଢ଼ାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କ*
*୭ ପରେ ୨ ହଜାର ଟଙ୍କିଆ ନୋଟ ଏକ କାଗଜ ଖଣ୍ଡରେ ପରିଣତ ହେବ*

Leave a comment