ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସକୁ “ସେବା ସପ୍ତାହ” ରୂପେ ପାଳନ କରିବା ଅବସରରେ “ରକ୍ତଦାନ ଶିବିର” ଗଁଦିଆ ସ୍ଥିତ ଶିଶୁମନ୍ଦିର ରେ ଅନୁଷ୍ଠିତ ହୋଇଥିଲା । ଆପଣ ମାନଙ୍କ ଭଲପାଇବା ଓ ଆଶ୍ରୀର୍ବାଦ ଥିବାରୁ ଆଜି ମୋର ବ୍ୟକ୍ତିଗତ ଭାବେ ୫୫ତମ ରକ୍ତଦାନ କରି ଆନନ୍ଦ ଅନୁଭବ କଲି। ରକ୍ତଦାନ ଜୀବନ ଦାନ।।

Leave a comment

Design a site like this with WordPress.com
Get started