ଗଁଦିଆ ଶ୍ରୀ ରାମଚନ୍ଦ୍ରପୁର ସ୍ୱାସ୍ଥ୍ୟ କେନ୍ଦ୍ର ରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ପ୍ରତିବାଦ ପାଇଁ ବିଧାୟକ ନବୀନନନ୍ଦ ଙ୍କ ଆଜି ଅନଶନ ଧର୍ମଘଟ,

ଗଁଦିଆ ଶ୍ରୀ ରାମଚନ୍ଦ୍ରପୁର ସ୍ୱାସ୍ଥ୍ୟ କେନ୍ଦ୍ର ରେ ବିପର୍ଯ୍ୟସ୍ତସ୍ୱାସ୍ଥ୍ୟ ସେବା ପ୍ରତିବାଦ ପାଇଁ ବିଧାୟକ ନବୀନ ନନ୍ଦ ଙ୍କ ଆଜି ଅନଶନ ଧର୍ମଘଟ

ଢେଙ୍କାନାଳ (ରିପୋର୍ଟ-ଶ୍ରୀଧର ପାତ୍ର )ଜିଲ୍ଲା ଗଁଦିଆ ବ୍ଲକ ଶ୍ରୀରାମଚନ୍ଦ୍ରପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏକ ଡାକ୍ତର ନିଯୁକ୍ତି ର ନିର୍ଦେଶନାମ ପାଇବା ପରେ ଅନଶନ ରୁ ଓହରି ଥିଲେ ପୂର୍ବତନ ବିଧାୟକ ନବୀନନନ୍ଦ, ଏବଂ ଏକ ମାସ ମଧ୍ୟରେ ଯଦି ପୋଷ୍ଟ ମଟମ ସେଣ୍ଟର ର କାର୍ଯ୍ୟକାରୀ କରାନଯାଏ ତାହାଲେ, ଆଗାମୀ ଦିନରେ ଗଁଦିଆ ରେ ରାସ୍ତାରୋକ ସହିତ ମେଡିକାଲ ରେ ତାଲା ପକାଇ ଦିଆଯିବ ବୋଲି ଶ୍ରୀ ନନ୍ଦ କହିବା ସହ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ମେ ମୋରାନ ପଠାଇଛନ୍ତି, ସେଥିପାଇଁ ଗଁ ଦିଆ ଶ୍ରୀରାମଚନ୍ଦ୍ରପୁର ସ୍ୱାସ୍ଥ୍ୟ ସେବା ପ୍ରତିବାଦ ପାଇଁ ପୂର୍ବତନ ବିଧାୟକ ନବୀନ ନନ୍ଦ ଙ୍କ ଆଜି ଅନଶନ ଧର୍ମଘଟ,

Leave a comment

Design a site like this with WordPress.com
Get started