ଶିକ୍କିମ ଠାରେ ଆକ୍କସ୍ମିକ ବନ୍ୟା ଦୃ୍ବିପାକରେ ନିଖୋଜ ଥିବା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କେନ୍ଦୁଢିପ ଗ୍ରାମର ଓଡ଼ିଆ ଯବାନ ସରୋଜକୁମାରଦାସ ଙ୍କ ସହିଦ

ସିକ୍କିମ ଠାରେ ଆକସ୍ମିକ ବନ୍ୟା ଦୁର୍ବିପାକରେ ନିଖୋଜ ଥିବା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କେନ୍ଦୁଢ଼ିପ ଗ୍ରାମର ଓଡ଼ିଆ ଯବାନ ସରୋଜ କୁମାର ଦାସ ଶହୀଦ

ମାତୃଭୂମିର ସେବା ଓ ନିଷ୍ଠା ପାଇଁ ତାଙ୍କୁ କୋଟି କୋଟି ପ୍ରଣାମ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ଓଡ଼ିଶାବାସୀ ।

Leave a comment

Design a site like this with WordPress.com
Get started