ସିକ୍କିମ ଠାରେ ଆକସ୍ମିକ ବନ୍ୟା ଦୁର୍ବିପାକରେ ନିଖୋଜ ଥିବା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କେନ୍ଦୁଢ଼ିପ ଗ୍ରାମର ଓଡ଼ିଆ ଯବାନ ସରୋଜ କୁମାର ଦାସ ଶହୀଦମାତୃଭୂମିର ସେବା ଓ ନିଷ୍ଠା ପାଇଁ ତାଙ୍କୁ କୋଟି କୋଟି ପ୍ରଣାମ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ଓଡ଼ିଶାବାସୀ ।

ସିକ୍କିମ ଠାରେ ଆକସ୍ମିକ ବନ୍ୟା ଦୁର୍ବିପାକରେ ନିଖୋଜ ଥିବା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କେନ୍ଦୁଢ଼ିପ ଗ୍ରାମର ଓଡ଼ିଆ ଯବାନ ସରୋଜ କୁମାର ଦାସ ଶହୀଦ

ମାତୃଭୂମିର ସେବା ଓ ନିଷ୍ଠା ପାଇଁ ତାଙ୍କୁ କୋଟି କୋଟି ପ୍ରଣାମ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ଓଡ଼ିଶାବାସୀ ।

Leave a comment

Design a site like this with WordPress.com
Get started