*ଆସନ୍ତାକାଲି ଓଡ଼ିଶା ପହଞ୍ଚିବ ସହିଦ ଯବାନଙ୍କ ମରଶରୀର…**-ପ୍ରତିକୂଳ ପାଗ ପାଇଁ ଗତକାଲି ହୋଇପାରିନି ପୋଷ୍ଟମୋଟର୍ମ**-ଆଜି ପୋଷ୍ଟମୋଟର୍ମ ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇ ଦିଲ୍ଲୀ ପଠାଯିବ**-ପରେ ଆସନ୍ତାକାଲି ଓଡ଼ିଶା ଆସିବ ମରଶରୀର**-ସୂଚନା ଦେଲେ ସହିଦ ସରୋଜଙ୍କ ଭାଇ ମନୋଜ ଦାସ**- ସିକ୍କିମ ବନ୍ୟାରେ ସହିଦ ହୋଇଛନ୍ତି ହାବିଲଦାର*

*ଆସନ୍ତାକାଲି ଓଡ଼ିଶା ପହଞ୍ଚିବ ସହିଦ ଯବାନଙ୍କ ମରଶରୀର…*

*-ପ୍ରତିକୂଳ ପାଗ ପାଇଁ ଗତକାଲି ହୋଇପାରିନି ପୋଷ୍ଟମୋଟର୍ମ*
*-ଆଜି ପୋଷ୍ଟମୋଟର୍ମ ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇ ଦିଲ୍ଲୀ ପଠାଯିବ*
*-ପରେ ଆସନ୍ତାକାଲି ଓଡ଼ିଶା ଆସିବ ମରଶରୀର*
*-ସୂଚନା ଦେଲେ ସହିଦ ସରୋଜଙ୍କ ଭାଇ ମନୋଜ ଦାସ*
*- ସିକ୍କିମ ବନ୍ୟାରେ ସହିଦ ହୋଇଛନ୍ତି ହାବିଲଦାର*

Leave a comment

Design a site like this with WordPress.com
Get started