
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ 5t ସଚିବଙ୍କ ଢେଙ୍କାନାଳ ଜିଲ୍ଲା ଗସ୍ତ ସମୟରେ ଜନସାଧାରଣଙ୍କ ବଳରାମ ଜିୟୁ ମନ୍ଦିରର ଉନ୍ନତିକରଣର ପ୍ରସ୍ତାବ କୁ ତିନି କୋଟି ଟଙ୍କା ମଞ୍ଜୁରୀ ପରେ ଉନ୍ନତି କରଣ କାର୍ଯ୍ୟର ସମ୍ପୂର୍ଣ ରୂପରେଖ ପାଇଁ ଆୟୋଜିତ ପ୍ରସ୍ତୁତି ଓ ସମୀକ୍ଷା ବୈଠକରେ ଯୋଗଦାନ l ଏହି କାର୍ଯ୍ୟକ୍ରମ ରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ପ୍ରଶାସନିକ ଅଧିକାରୀ, ଲୋକପ୍ରତିନିଧି ଓ ଜନସାଧାରଣ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତ ଉପସ୍ଥାପନ କରିଛନ୍ତି l
Leave a comment