ଗୋବିନ୍ଦପୁର ସରପଞ୍ଚ ଶ୍ରୀ ଅରୁଣ ପରିଡା ଙ୍କ ଆୱାନ କର୍ମେ ସାପ କାମୁଡ଼ାର ଭୟା ଭୟ କୁ ଦୃଷ୍ଟି ରେ ରଖୀ ସଚେତନତା

ଗୋବିନ୍ଦପୁର ସରପଞ୍ଚ ଶ୍ରୀ ଅରୁଣ ପରିଡ଼ା ଙ୍କ ଆହ୍ୱାନ କ୍ରମେ ସାପ କାମୁଡାର ଭୟାଭୟତା କୁ ଦୃଷ୍ଟିରେ ରଖି ବନ ବିଭାଗର ସହାୟତାରେ ରେଞ୍ଜର୍ସ ସଂସ୍ଥା ପକ୍ଷରୁ ଗୋବିନ୍ଦପୁର ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟ ରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁଗୋଳ ର ଶ୍ରୀ ବିପ୍ଳବ ମହାପାତ୍ର ସାପ କାମୁଡାର ଭୟାଭୟତା ଓ ନିରାକରଣ ସମ୍ବନ୍ଧରେ ସୂଚନା ଦେଇଥିଲେ। ବନ ବିଭାଗ ତରଫରୁ ଶ୍ରୀ ସୌମ୍ୟ ପଟ୍ଟନାୟକ ସାପ କାମୁଡାର ପ୍ରାଥମିକ ଚିକିତ୍ସା ବିଷୟରେ ସୂଚନା ଦେଇଥିଲେ । ପରେ ଜିଲ୍ଲାର ଅଭିଜ୍ଞ ସାପ ଉଦ୍ଧାର କାରୀ ଶ୍ରୀ ଶୁଭେନ୍ଦୁ ରାଉତରାୟ ସାପ ବିଷ ବିଷୟରେ କହିଥିବା ବେଳେ । ଶ୍ରୀ ସନ୍ଦୀପ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ ।

ଓଡିଶା ନିଉ ଓଡ଼ିଆ

Leave a comment

Design a site like this with WordPress.com
Get started