
*💐ଡାକ୍ତରଙ୍କ ଘରେ ସିବିଆଇ ରେଡ୍: ପାରାଦୀପର ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ଆାର୍ଏନ ପାଣିଗ୍ରାହୀଙ୍କ ଘରେ ସିବିଆଇ ଚଢ଼ାଉ ଜାରି ରହିଛି। ଆଜି ସକାଳେ ତାଙ୍କ ଘରୁ ୧ କୋଟି ଟଙ୍କାରୁ ଅଧିକ ନଗଦ ଜବତ କରାଯାଇଛି। ଗତକାଲି ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ ଡାକ୍ତର ପାଣିଗ୍ରାହୀ। ୭୦ ଜଣ କ୍ରିୟୁ ସଦସ୍ୟଙ୍କୁ ଜାହାଜ ଯାତ୍ରା ସମୟରେ ଆବଶ୍ୟକ କୋଭିଡ୍ କ୍ଲିୟରାନ୍ସ ପ୍ରମାଣପତ୍ର ଦେବାଲାଗି ଜଣେ ଶିପିଂ ଏଜେଣ୍ଟଙ୍କ ଠାରୁ ସେ ଏହି ଟଙ୍କା ଗ୍ରହଣ କରୁଥିଲେ। ଜଣଙ୍କୁ ବିନା ପରୀକ୍ଷାରେ ପ୍ରମାଣପତ୍ର ଦେବାକୁ ୧୫୦୦ ଟଙ୍କା ନେଉଥିଲେ।*
Leave a comment