ଢେଙ୍କାନାଳ ଏଥି ସହ ସରକାରୀ ଉପ୍ରା ବିଦ୍ୟାଳୟ ବିଦ୍ୟାଧରପୁର ର ସପ୍ତମ ଶ୍ରେଣୀ ର ଛାତ୍ର ସୂର୍ଯ୍ୟପ୍ରକାଶ ସାହୁ ଢେଙ୍କାନାଳ ଜିଲ୍ଲା ସ୍ତରୀୟ ଶିଶୁ ସୁରଭି ଓ ମିଲେଟ୍ସ ପ୍ରତିଯୋଗିତା ୨୦୨୩ ରେ ମିଲେଟ୍ସ କଇଜ଼ ରେ ୩ୟ ସ୍ଥାନ ଅଧିକାର କରି ବିଦ୍ୟାଳୟ ଓ ଗନ୍ଦିଆ ବ୍ଲକ ପାଇଁ ଗୌରବ ଅର୍ଜନ କରିଅଛନ୍ତି ତାଙ୍କୁ ଅନେକ ଅନେକ ଅଭିନନ୍ଦନ…. 💐💐💐💐

ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ବିଧାରପୁର ଗ୍ରାମ ର ବେନୁ ସାହୁ ଏବଂ ସୁଭଦ୍ରା ସାହୁ ଙ୍କ ସୁନା ଝିଅ ତଥା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ବିଦ୍ୟାଧରପୁର ନବମ ଶ୍ରେଣୀ ର ଛାତ୍ରୀ ବୈଶାଳିପ୍ରିୟଦର୍ଶିନୀ ସାହୁ,ଢେଙ୍କାନାଳ ଜିଲ୍ଲା ସ୍ତରୀୟ ଶିଶୁ ସୁରଭି ଓ ମିଲେଟ୍ସ ପ୍ରତିଯୋଗିତା -୨୦୨୩ ରେ ମିଲେଟ୍ସ ବକ୍ତୃତା ରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ଶିଶୁ ସୁରଭି ଓ ମିଲେଟ୍ସ ପ୍ରତିଯୋଗିତା -୨୦୨୩ କୁ ସଫଳତା ର ସହ ଚୟନ ହୋଇ ବିଦ୍ୟାଳୟ ତଥା ବିଧାରପୁର ଗ୍ରାମ ଓ ଗନ୍ଦିଆ ବ୍ଲକ ପାଇଁ ଗୌରବ ଅର୍ଜନ କରିଅଛନ୍ତି | ତାଙ୍କର ଏହି ସଫଳତା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ,ଗ୍ରାମବାସୀ ଏବଂ ବିଧାରପୁର ଗ୍ରାମପଞ୍ଚାୟତ ର ସରପଞ୍ଚ ତାଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିବା ସହ ତାଙ୍କର ଉଜ୍ୱଳ ଭବିଷ୍ୟତ ର କାମନା କରିଅଛନ୍ତି |ଏଥି ସହ ସରକାରୀ ଉପ୍ରା ବିଦ୍ୟାଳୟ ବିଦ୍ୟାଧରପୁର ର ସପ୍ତମ ଶ୍ରେଣୀ ର ଛାତ୍ର ସୂର୍ଯ୍ୟପ୍ରକାଶ ସାହୁ ଢେଙ୍କାନାଳ ଜିଲ୍ଲା ସ୍ତରୀୟ ଶିଶୁ ସୁରଭି ଓ ମିଲେଟ୍ସ ପ୍ରତିଯୋଗିତା ୨୦୨୩ ରେ ମିଲେଟ୍ସ କଇଜ଼ ରେ ୩ୟ ସ୍ଥାନ ଅଧିକାର କରି ବିଦ୍ୟାଳୟ ଓ ଗନ୍ଦିଆ ବ୍ଲକ ପାଇଁ ଗୌରବ ଅର୍ଜନ କରିଅଛନ୍ତି ତାଙ୍କୁ ଅନେକ ଅନେକ ଅଭିନନ୍ଦନ…. 💐💐💐💐

Leave a comment

Design a site like this with WordPress.com
Get started