ଅlତିଣ୍ଡା ଗ୍ରାମର ଦେହୁରୀ ସାହିର ୨ ଜଣ ବାଇକ ଚାଳକ ଗୁରୁତର ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ବଡ ମେଡିକାଲ କୁ ସ୍ଥାନାନ୍ତର

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ଅlତିଣ୍ଡା ଗ୍ରାମର ୨ ଜଣ ବ୍ୟକ୍ତି ବାଇକ ଯୋଗେ ଷଡ଼ଙ୍ଗୀ ଯାଉଥିବା ବାଟରେ ପିଟିହୋଇ ଦୁଇଜଣ ଗୁରୁତର ହୋଇଥିବା ସ୍ଵଚନା ତାଙ୍କୁ ବଡ଼ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି,

Leave a comment

Design a site like this with WordPress.com
Get started