ଢେଙ୍କାନାଳ ଗସ୍ତ ସାରି ସମ୍ବଲପୁର ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ବୁର୍ଲାରେ ରାତ୍ରିଯାପନ କରିବେ । ଅକ୍ଟୋବର ୨୩ରେ ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ୨୪ ତାରିଖରେ ତାଳଚେର ସାଉଥ ବଲଣ୍ଡାଠାରେ ରାବଣ ପୋଡି ଉତ୍ସବରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ।

ଢ଼େଙ୍କାନାଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡ଼ିଶା ଗସ୍ତର ଦ୍ବିତୀୟ ଦିନ । ଗତକାଲି ଅନୁଗୁଳରେ ଅଙ୍ଗାରବନ୍ଧ ଅଲେଖ ମହିମା ଆଶ୍ରମର ପୂଜ୍ୟସ୍ପଦ ତ୍ୟାଗୀ ବିଦ୍ୟାଧର ଦାସଙ୍କ ମହାପ୍ରୟାଣର ଏକୋଇଶିଆ ଦିବସରେ ଯୋଗଦେବା ସହ ସହରର ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିଥିଲେ କେନ୍ଦ୍ରମନ୍ତ୍ରୀଆଜି ଢେଙ୍କାନାଳ ଜିଲ୍ଲା ଗସ୍ତ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ।ଆଜି ଢେଙ୍କାନାଳ ଜିଲ୍ଲା ଗସ୍ତ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ଧର୍ମେନ୍ଦ୍ରଢେଙ୍କାନାଳ ଗସ୍ତ ସାରି ସମ୍ବଲପୁର ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ବୁର୍ଲାରେ ରାତ୍ରିଯାପନ କରିବେ । ଅକ୍ଟୋବର ୨୩ରେ ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ୨୪ ତାରିଖରେ ତାଳଚେର ସାଉଥ ବଲଣ୍ଡାଠାରେ ରାବଣ ପୋଡି ଉତ୍ସବରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ।

Leave a comment

Design a site like this with WordPress.com
Get started