ଯୋରନ୍ଦା ହାଟ ପଡିଆରେ ପଚାଶତମ ରାବଣପୋଡି ମହୋତ୍ସବ ଅନୁଷ୍ଠିତ,
ପବିତ୍ର ବିଜୟାଦଶମୀ ଅବସରରେ ଜୋରନ୍ଦା ହାଟ ପଡ଼ିଆ ତଥା ରାବଣ ପୋଡ଼ି ପଡ଼ିଆ ପରିସରରେ ଆୟୋଜିତ ୫୦ତମ ରାବଣପୋଡ଼ି ମହୋତ୍ସବରେ ଯୋଗ ଦେଇ ଅଞ୍ଚଳ ବାସୀଙ୍କୁ ଉତ୍ସାହିତ ଲୋକଙ୍କ ପାଖରେ ରାବଣ ଦଂଶନ କଲେ ଦୁଇ ବିଜେଡି ନେତା ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ବିଧାୟକ ସୁଧୀରକୁମାରସାମଲ,
#ଯୋରନ୍ଦା
#bjdnews


Leave a comment