
*ପୁଣି ବଢ଼ିଲା ପିଆଜ ଦର..*
*-କଟକ ଛତ୍ର ବଜାରରେ ପିଆଜ ୫୦ ରୁ ୫୫ ଟଙ୍କାରେ ବିକ୍ରି।*
*-ସପ୍ତାହେ ତଳେ ୩୫ ରୁ ୪୦ ଟଙ୍କା ଥିଲା ପିଆଜ ଦର।*
*-‘ଆନ୍ଧ୍ର , ବେଙ୍ଗାଲୁରରୁ ପିଆଜ ଆମଦାନୀ ହୋଇପାରୁ ନାହିଁ’।*
*-‘କେବଳ ନାସିକ ଉପରେ ନିର୍ଭର କରିବାକୁ ପଡୁଛି’।*
*-‘ନାସିକରେ ଦାମ ଉଚ୍ଚା ରହୁଥିବାରୁ ବଢିଛି ଦାମ’।*
*-‘ସୁଧାର ଆସିବାକୁ, ଆଉ ମାସେ’ ; ବ୍ୟବସାୟୀ ସଂଘ!.*
Leave a comment