ପବିତ୍ର ଲକ୍ଷ୍ମୀପୂଜା ଅବସରରେ ଢେଙ୍କାନାଳ ଜନସାଧାରଣଙ୍କ ସେବା କରିବାପାଇଁ ଗଣେଶ ବଜାର ଠାରେ ବିଜୁ ଜନତା ଦଳର କାର୍ଯ୍ୟାଳୟକୁ ଉଦଘାଟନ କରିଥିଲି | ଏଥିରେ ଗଣେଶ ବଜାର ସମ୍ପାଦକ ବିଶ୍ୱନାଥ ବେହେରା,ପୌର ଉପାଧ୍ୟକ୍ଷ ପ୍ରକାଶ କୁଅଁର, ସମସ୍ତ କାଉନସିଲର ଓ ପୌର ପ୍ରତିନିଧି, ଗଣେଶ ବଜାର ପୂଜା କମିଟିର କର୍ମକର୍ତ୍ତା ଯୋଗଦେଇଥିଲେ l

Leave a comment