ଗଣେଶ ବଜାର ପୂଜା ପ୍ରତିଷ୍ଠାନ ପକ୍ଷରୁ ୭୫ ବର୍ଷ ପୂର୍ତ୍ତି ( ହୀରକ ଜୟନ୍ତୀ ସମାରୋହ ଅନୁଷ୍ଠିତ ।
ମୁଖ୍ୟ ଅତିଥି ଭାବେ ମୁଁ ଯୋଗଦେବା ସହ ସମ୍ମାନିତ ଅତିଥି ଭାବେ ଏସ୍.ପି ଜ୍ଞାନରଞ୍ଜନ ମହାପାତ୍ର ଯୋଗଦାନ କରିଥିଲେ । ପୂଜା କମିଟିର ସଭାପତି ବସନ୍ତ କୁମାର ସାହୁ ,ସମ୍ପାଦକ ବିଶ୍ଵନାଥ ବେହେରା ମଞ୍ଚାସିନ ଅଛନ୍ତି ।


Leave a comment