ଢେଙ୍କାନାଳ ର ଝିଅ ପୁଷ୍ପାଅପା ଙ୍କ ଭଦ୍ରକ ସହିଦଭବନ ଠାରେ News world odisha 24ଚାନେଲ ପକ୍ଷରୁ ଆୟୋଜିତ ସମ୍ଭୋଦିତ

ଭଦ୍ରକ ସହିଦ ଭବନ ଠାରେ NEWS WORLD ODISHA 24 ଚ୍ୟାନେଲ ପକ୍ଷରୁ ଆୟୋଜିତ ଦ୍ୱିତୀୟ ସ୍ଵନକ୍ଷେତ୍ର ଦିବସ ଅବସରରେ ମତେ ଦିଆଯାଇଥିବା ପୂର୍ବ ଓଡିଶା ଓ ପଶ୍ଚିମ ଓଡିଶା ବେୟୁରୋ ଚିଫ ର ଗୁରୁ ଦାୟିତ୍ୱ କୁ ମୁଁ ସୁଚାରୁ ରୂପେ ଦାଇତ୍ୱ ବହନ କରିବା ସଙ୍ଗେ ସଙ୍ଗେ ଚ୍ୟାନେଲ ମୁଖ୍ୟ ଲତିବ ଓଝା ଭାଇ ଙ୍କୁ ଧନ୍ୟବାଦ ଦେବା ସହ ନିୟୁଜ ୱାଲଡ ଓଡିଶା ୨୪ ର ସମସ୍ତ ଭାଇ ଓ ଭଉଣୀ ଙ୍କୁ ଧନ୍ୟବାଦ ଅର୍ପଣ କରୁଛି ମୋ ଉପରେ ବିଶ୍ୱାସ ଓ ଭରଷା ରଖି ମତେ ଏତେ ବଡ଼ ଦାୟିତ୍ୱ ପ୍ରଦାନ କରିଛନ୍ତି 🙏🏻🙏🏻 ମୋର ଆଶା ଓ ବିଶ୍ୱାସ ମୋ ଚ୍ୟାନେଲ ର ସମସ୍ତ ଭାଇ ଭଉଣୀ ମତେ ଏହି ଗୁରୁ ଦାୟିତ୍ୱ ନିଭାଇବା ପାଇଁ ସହଯୋଗ କରିବେ l🙏🏻🙏🏻

Leave a comment

Design a site like this with WordPress.com
Get started