ବେଗା ଗ୍ରାମରେ ଲଷ୍ମୀପୂଜା ବୁଲିଦେଖିଲେ ମିଳିତ ସାମ୍ବାଦିକ ସଙ୍ଘ ର କର୍ମକର୍ତା

ଆମ ନିମନ୍ତ୍ରଣ ରକ୍ଷା କରି ବହୁମୂଲ୍ୟ ସମୟ ଦେଇ ଆଜି ଶ୍ରୀ ଶ୍ରୀ ଗଜଲକ୍ଷ୍ମୀ ପୂଜା ର ତୃତୀୟ ଦିନରେ ଗଁନ୍ଦିଆ ବାର ଆସୋସିଏସନ୍ ସମ୍ପାଦକ ବିକ୍ରମ ସାହୁ ଭାଇ, ଆଡଦ୍ଭୋକେଟ ହେମନ୍ତ ଭାଇ , ଭୁବନ ର ଯୁବ ସାମ୍ବାଦିକ ସାନ ଭାଇ ରବୀନ ଦାସ,ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ମୂଖ୍ୟ ଡଃ. ସ୍ଥିତପ୍ରଜ୍ଞ ମହାନ୍ତି, ସୌମ୍ୟ ରଂଜନ ଗୁରୁ, ମିଳିତ ସାମ୍ବାଦିକ ସଙ୍ଘ ସମ୍ପାଦିକା ପୁଷ୍ପଲତା ସାମଲ, ସୁନୀତା ବେହେରା, ବିଭୂତି, ବୁଟୁନ,ବେଗା ପଞ୍ଚାୟତ ସରପଞ୍ଚ ରାହୁଲ ରାୟ ମହାଳିକ ,ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅନ୍ତର୍ଯୟାମୀ ବାରିକ୍,ଘନଶ୍ୟାମ ସିଂହ,ଡିଜିଟାଲ ମିଡ଼ିଆ ଆସୋସିଏସନ୍ ସମ୍ପାଦକ ବାଦଲ ମହାନ୍ତି ଭାଇ, କୋଷାଧ୍ୟକ୍ଷ ଅକ୍ଷୟ ପାତ୍ର,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଡୁନା ଭାଇ, ଜିଲ୍ଲା ବିଜେପି ପୂର୍ବତନ ସମ୍ପାଦକ ସଞ୍ଜୟ ଭାଇ ,ପୂର୍ବତନ ବିଜେପି ନିହଲପ୍ରାସାଦ ମଣ୍ଡଳ ସଭାପତି ଦୀପକ କୁମାର ଦାସ ସାମନ୍ତ ଓ ଲାଉଲଇ ପଞ୍ଚାୟତ ର ଯୁବ ସମାଜସେବୀ ଓ ବିଜେପି ନେତା ଚନ୍ଦ୍ରଶେଖର ସେନାପତି ଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ବିଶେଷ ଆମ ମା ଗଜଲକ୍ଷ୍ମୀ ପୂଜାରେ ଉପସ୍ଥିତ ରହି ମା ଙ୍କ ଆଶିଷ ଲାଭ କରିବା ସହିତ ଆମମାନଙ୍କୁ ତାଙ୍କର ଆତିଥ୍ୟ ସତ୍କାର କରିବାର ସୁଯୋଗ ଦେଇଥିବାରୁ ଆମ ପରିବାର ତରଫରୁ ଢେର୍ ସାରା ଅଭିନନ୍ଦନ ଓ ଧନ୍ୟବାଦ ଜଣାଉଛୁ।🙏🌹🙏💕🌹🙏

Leave a comment

Design a site like this with WordPress.com
Get started