ଢେଙ୍କାନାଳ ରେ ଲଷ୍ମୀପୂଜା ବୁଲିଦେଖିଲେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ

ଢେଙ୍କାନାଳର ବସ ଷ୍ଟାଣ୍ଡ ପୂଜା କମିଟି, ଗଣେଶ ବଜାର, ମହାବୀର ବଜାର, ଲକ୍ଷ୍ମୀ ବଜାର, ଜବାହାର ଛକ, ମୀନା ବଜାର, କାଞ୍ଚନ ବଜାର, ଆନନ୍ଦ ବଜାର ଓ ବାଜି ଛକ ସ୍ଥିତ ଗଜଲକ୍ଷ୍ମୀ ପୂଜାମଣ୍ଡପ ବୁଲିବା ସହ ମା’ଙ୍କ ଦର୍ଶନ କରିବାର ସୌଭାଗ୍ୟ ଲାଭ କଲି ।

ଦୀର୍ଘ ବର୍ଷ ଧରି ଲକ୍ଷ୍ମୀପୂଜାର ଆୟୋଜନ କରି ଏହାକୁ ଏକ ଗଣମହୋତ୍ସବର ରୂପ ଦେଇଥିବାରୁ ପୂଜା କମିଟିର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ । ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜା ସମାଜରେ ଭାଇଚାରା ତଥା ସମସ୍ତଙ୍କର ସମୃଦ୍ଧି ପାଇଁ ସମର୍ପିତ ହେବାର ବାର୍ତ୍ତା ଦେଇଥାଏ । ମା’ଙ୍କ ପାଖରେ ଜଗତର କଲ୍ୟାଣ କାମନାକରି ଢେଙ୍କାନାଳ ବୁଲି ଲଷ୍ମୀପୂଜା ରେ ଢେଙ୍କାନାଳ ର ପ୍ରସିଦ୍ଧବରା ଖାଇ ଲୋକଙ୍କୁ ସମ୍ବେଧନା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ

Leave a comment

Design a site like this with WordPress.com
Get started