

#ଜାତୀୟ_ଗଣମାଧ୍ୟମ_ଦିବସ
ଗୋଲାମି ନୁହେଁ ଗୋଳା ହୁଅ । ଚତୁର୍ଥ ସ୍ତମ୍ବର ରକ୍ଷା ପାଇଁ ବୀର ସାମ୍ବାଦିକ ବଜ୍ର ଶପଥ ନିଅ । କଲମର ଅସ୍ତ୍ରରେ ଅନ୍ୟାୟ, ଅନୀତି, ଦୁର୍ନୀତିକୁ ପରାସ୍ତ କର । ସାଧାରଣରେ ବିଶ୍ଵାସଭାଜନ ହେବାକୁ ହେଲେ ବିଶ୍ବସନୀୟ ଖବର ପରିବେଷଣ କର । ସମସ୍ତ ସାମ୍ବାଦିକ ବନ୍ଧୁଙ୍କୁ ଆଜି ଶୁଭେଚ୍ଛା ନୁହେଁ ଦୃଢ଼ ଶପଥ ନେବାକୁ ଆହ୍ୱାନ.. 🙏🏻
Leave a comment