ପିଙ୍ଗୁଆ ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ପିଙ୍ଗୁଆ ଡିଗ୍ରୀ କଲେଜ ର ବରିଷ୍ଠ ଓଡ଼ିଆ ବିଭାଗର ଅଧ୍ୟାପକ ଦୀପ୍ତି ରଞ୍ଜନ ମହାଳିକ (ଟିକି ଭାଇ) ଙ୍କ ବଡ଼ ବାପା ଜନ ପ୍ରିୟ ଦିବଂଗତ ସନାତନ ମହାଳିକ ଙ୍କ ଏକାଦଶାହ ରେ ପିଙ୍ଗୁଆ ସ୍ଥିତ ବାସଭନରେ ଉପସ୍ଥିତରହିଲେ ଗଁଦିଆଡିଜିଟାଲ ମିଡ଼ିଆ ର ପ୍ରେସିଡେଣ୍ଟ ପ୍ରଦୀପଦାସ ରହି ତାଙ୍କ ଅମର ଆତ୍ମା ର ସଦଗତୀ ନିମନ୍ତେ ପ୍ରଭୂ ଚନ୍ଦ୍ରଶେଖର ଜୀଉ ଙ୍କ ନିକଟରେ ପାର୍ଥାନ କରିବା ସହିତ ଫଟୋ ଚିତ୍ର ରେ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ସାଥିରେ ନିହଲପ୍ରାସାଦ ମଣ୍ଡଳ ର ବିଜେପି ଉପ ସଭାପତି ରବିନାରାୟଣ ପରିଡ଼ା ଉପସ୍ଥିତ ଥିଲେ।ମହାପ୍ରଭୁ ଜଗନ୍ନାଥ ତାଙ୍କ ପରିବାର ଙ୍କୁ ଧର୍ଯ୍ୟ ରଖିବାକୁ ଶକ୍ତି ସୁରକ୍ଷା ରନିୟଂତ୍ରିତ ଦିଅନ୍ତୁ,
#newsodiaodisha

Leave a comment