କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ରପ୍ରଧାନ ଙ୍କ ସହ ନିତ୍ୟାନନ୍ଦ ବାବା ଙ୍କ ଭେଟଘାଟ

ଯୋରନ୍ଦା ମହିମା ଗାଦି ସତ୍ୟ ମହିମା ଧର୍ମ ଧାମ ପରିଚାଳନା ସମିତିର ସମ୍ପାଦକ ପୂଜ୍ୟ ନିତ୍ୟାନନ୍ଦ ବାବା(ପାଗଲ ବାବା)ଙ୍କ ସାନ୍ନିଧ୍ୟ ନେବାର ସୌଭାଗ୍ୟ ଲାଭ କଲି । ମହିମା ଧର୍ମର ପ୍ରାଣ ପ୍ରତିଷ୍ଠାତା ମହିମା ଗୋସାଇଁଙ୍କ ଅମୂଲ୍ୟ ବାର୍ତ୍ତା ଏବଂ ସନ୍ଥ କବି ଭୀମ ଭୋଇ ମାର୍ମିକ ସାହିତ୍ୟ ମାଧ୍ୟମରେ ଦେଇଥିବା ଜଗତ କଲ୍ୟାଣର ବାର୍ତ୍ତାର ବହୁଳ ପ୍ରଚାର ପ୍ରସାର ପାଇଁ ଆମେ ପ୍ରଚେଷ୍ଟା ବଜାୟ ରଖିବା ।

Leave a comment

Design a site like this with WordPress.com
Get started