ଦେଓଗାଁ ଅଙ୍ଗନବାଡି କେନ୍ଦ୍ର ହେଉଛି ସଂସ୍କାର ର ମନ୍ଦିର l ଶିଶୁମାନେ ଇଶ୍ଵରଙ୍କ ସ୍ଵରୂପ l ପୌଷ୍ଟିକ ଆବଶ୍ୟକତା ଉପରେ ଗୁରୁତ୍ଵ ଦେବାକୁ ମାନ୍ୟବର ରାଜ୍ୟପାଳ ପରାମର୍ଶ ଦେଇଛନ୍ତି l ସେ ଢେଙ୍କାନାଳ ଜିଲ୍ଲାର ଦେଓଗାଁ କେନ୍ଦ୍ର ପରିଦର୍ଶନ କରି ଗ୍ରାମବାସୀ, କର୍ମଚାରୀ ତଥା ଶିଶୁମାନଙ୍କ ସହ ଭାବ ବିନିମୟ କରିଛନ୍ତି lPMO India Ministry of Home Affairs, Government of India

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଦେଓଗାଁ ଅଙ୍ଗନବାଡି କେନ୍ଦ୍ର ହେଉଛି ସଂସ୍କାର ର ମନ୍ଦିର l ଶିଶୁମାନେ ଇଶ୍ଵରଙ୍କ ସ୍ଵରୂପ l ପୌଷ୍ଟିକ ଆବଶ୍ୟକତା ଉପରେ ଗୁରୁତ୍ଵ ଦେବାକୁ ମାନ୍ୟବର ରାଜ୍ୟପାଳ ପରାମର୍ଶ ଦେଇଛନ୍ତି l ସେ ଢେଙ୍କାନାଳ ଜିଲ୍ଲାର ଦେଓଗାଁ କେନ୍ଦ୍ର ପରିଦର୍ଶନ କରି ଗ୍ରାମବାସୀ, କର୍ମଚାରୀ ତଥା ଶିଶୁମାନଙ୍କ ସହ ଭାବ ବିନିମୟ କରିଛନ୍ତି l

PMO India Ministry of Home Affairs, Government of India

Leave a comment

Design a site like this with WordPress.com
Get started