ଯୋରନ୍ଦା ଵୃଦ୍ଧାଶ୍ରମ ଗ୍ରସ୍ତକରି ବରିଷ୍ଠ ନାଗରିକ ମାନଙ୍କୁ ଭେଟିଲେ ରାଜ୍ୟପାଳ

ମାନ୍ୟବର ରାଜ୍ୟପାଳ ଶ୍ରୀ ରଘୁବର ଦାସ ଯୋରନ୍ଦାସ୍ଥିତ ଏକ ବୃଦ୍ଧାଶ୍ରମ ଗସ୍ତ କରି ବରିଷ୍ଠ ନାଗରିକମାନଙ୍କୁ ଭେଟିଛନ୍ତି। ସମାଜ ପାଇଁ ବରିଷ୍ଠ ନାଗରିକଙ୍କ ଅଭିଜ୍ଞତା ଅତ୍ୟନ୍ତ ମୂଲ୍ୟବାନ ବୋଲି କହିବା ସହ ସେମାନଙ୍କୁ ବୃଦ୍ଧାଶ୍ରମର ଆବଶ୍ୟକତା ପଡ଼ିବା ଭାରତୀୟ ସଂସ୍କୃତିରେ ଆସିଥିବା ନକାରାତ୍ମକ ଧାରା ବୋଲି ସେ ମତ ଦେଇଛନ୍ତି।

Leave a comment

Design a site like this with WordPress.com
Get started