
Mr Anubhav Mohanty
ମୁଁ ଭୁବନେଶ୍ୱର ଛାଡ଼ି ସାରିଲିଣି, ତଥାପି ତମ ମନ ଶାନ୍ତି ହେଇନି.??? ଲାଗୁଛି ତମେ ଓଡ଼ିଶା କୁ ଭାଗ ଭାଗ କରିକି ହିଁ ଛାଡିବ…
ଅଜୟ ପାଢ଼ୀ ସହିତ ଫିଲ୍ମ କରୁଛ ଯଦି ଫିଲ୍ମ କର, ତା ସହିତ ମିଶିକି ମୋ ବିରୁଦ୍ଧ ରେ ଷଡ଼ଯନ୍ତ୍ର କାଇଁ କରୁଛ.??? ତମେ ଜାଣିନ “ମା ସମଲେଇ” ମୋ ପାଇଁ ଅଛନ୍ତି, ତମର ସବୁ ପ୍ଲାନ୍ ମତେ କହି ଦେଉଛନ୍ତି। ତମେ ଯାହାକୁ ବି କହିଛ ଯେ “ସକାଳୁ Manoj Mishra ର Behene Serial ର Photo ଟେ ନେଇ ସମ୍ବଲପୁରୀ ଭାଷା ରେ ଲେଖ, ମହା ଖଳନାୟକ ଙ୍କ ର ମହା ଖୁଲସା” ସେଇ କଥା ର ପ୍ରମାଣ ବି ମୋ ପାଖରେ ଅଛି।
କାଇଁ ଏମିତି ହେଉଛ। ତମେ ଆମ କେନ୍ଦ୍ରାପଡ଼ା ର ଜନପ୍ରତିନିଧି ଏମିତି ଯଦି କରିବ, ତାହେଲେ ଆଗକୁ ତମ ଉପରେ ଲୋକଙ୍କର କଣ ଆଉ ଭରସା ରହିବ???
ଗତକାଲି ତମର ଜଣେ ଚେଲା ମତେ Indirectly Tv ରେ କହୁଥିଲା “Villain ଟା Villain ହେଇକି ରହ, ହିରୋ ହେବାକୁ ଚେଷ୍ଟା କର ନାହିଁ”। ତାଙ୍କୁ କହିଦେବ ମୁଁ ଭୁବନେଶ୍ୱର ଛାଡ଼ି ଦେଲି ଏବେ ସମ୍ବଲପୁର ରେ ରହିବି ଆଉ ତମ ମାନଙ୍କର କୌଣସି ଅସୁବିଧା ହେବ ନାହିଁ….
କିନ୍ତୁ ଏମିତି ମୋ ବିପକ୍ଷରେ ଷଡ଼ଯନ୍ତ୍ର କରିକି ସମ୍ବଲପୁରୀ ଭାଷାକୁ ନିଜେ ଗାଳି ନ ଦେଇ ନିଜ ଚେଲା ମାନଙ୍କୁ ଶିଖେଇ ସେମାନଙ୍କ ଜରିଆରେ ସମ୍ବଲପୁରୀ ଭାଷା କୁ ଗାଳି ଦେଇ ପଶ୍ଚିମ ଓଡ଼ିଶା ର ଲୋକଙ୍କ ହୃଦୟ କୁ କଷ୍ଟ ଦିଅ ନାହିଁ।।।
ବି: ଦ୍ର: ଯେଉଁ ମାନଙ୍କୁ ଲାଗୁଛି ମୁଁ ପୁଣି କାହିଁକି ଏ ସବୁ ପୋଷ୍ଟ କଲି, ଦୟାକରି ମତେ ଗାଳି ଦେବା ପୂର୍ବରୁ ନିର୍ଦ୍ଦେଶକ ଅଜୟ ପାଢ଼ୀ ଏବଂ ଅନୁଭବ ମହାନ୍ତି ଙ୍କୁ ପଚାରନ୍ତୁ ।ମୁଁ କାହିଁକି ଏ ସବୁ ପୋଷ୍ଟ କରିଛି।।
(ମୁଁ ତ ଚୁପ୍ ହେଇ ମୋ କାମ ରେ ଧ୍ୟାନ ଦେଇ କାମ ଆରମ୍ଭ କରିବାକୁ ଚେଷ୍ଟା କରୁଛି, କିନ୍ତୁ ଜନତା ଙ୍କ ସାମ୍ନା ରେ ଭଦ୍ର ଦେଖେଇ ହେଇ ମୋ ପଛରେ ଷଡ଼ଯନ୍ତ୍ର କାଇଁ କରୁଚ??? ଜନସାଧାରଣ ଙ୍କ emotions ସହିତ କାଇଁ ଖେଳୁଛ ? ତୁମେ ମାନେ କରୁଥିବା ଷଡ଼ଯନ୍ତ୍ର ର ପ୍ରମାଣ ବି ଅଛି ଦରକାର ପଡ଼ିଲେ ପୁରା ଓଡିଶା ଜାଣିବ। ଧମକ ଦଉନି, ବୁଝାଉଚି। ସୁଧୁରି ଯାଅ ନଚେତ୍…… )
Leave a comment