ଆଗକୁ ସାଧାରଣ ନିର୍ବାଚନ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ ଏବେ ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ବପୂର୍ଣ୍ଣ ।ଆଗ ଯୋରନ୍ଦା ପରେ ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ ମାଆ ସମଲେଇ ପ୍ରକଳ୍ପ ସମେତ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ନୂଆବର୍ଷରେ ବଲାଙ୍ଗୀର ଜିଲ୍ଲା ଗସ୍ତ କରି ସୁକତେଲ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ପଦ୍ମପୁର ଜିଲ୍ଲା ମାନ୍ୟତା ମିଳିବା ନେଇ ପ୍ରଶାସନିକ ପ୍ରକ୍ରିୟା ଜାରି ରହିଛି । ମୁଖ୍ୟମନ୍ତ୍ରୀ ପଦ୍ମପୁର ଗସ୍ତ କରି ଜିଲ୍ଲା ମାନ୍ୟତା ସଂପର୍କରେ ବିଧିବଦ୍ଧ ଘୋଷଣା କରିବେ

#ପୂରଣ_ହେବ_ଯୋରନ୍ଦାର_ସ୍ବପ୍ନ
୩୫୦ ହାତର ମନ୍ଦିର ପରିସର । ପୂରଣ ହେବ ସାଧୁ ସନ୍ଥଙ୍କର ବହୁ ଦିନର ସ୍ବପ୍ନ । ଢେଙ୍କାନାଳ ଡେଇଁ ଯୋରନ୍ଦା ପାଇବ ଦେଶ ଓ ବିଦେଶରେ ସମ୍ମାନ । ମହିମା ପୀଠର ହେବାକୁ ଯାଉଛି ନବକଳେବର । କାୟାକଳ୍ପରେ ଆସିବ ପୂରା ପରିବର୍ତ୍ତନ। କାଲି ଯୋରନ୍ଦା ଯାଇ ୧୧୨ କୋଟି ଟଙ୍କା ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଆଗକୁ ସାଧାରଣ ନିର୍ବାଚନ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ ଏବେ ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ବପୂର୍ଣ୍ଣ ।

ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ ମାଆ ସମଲେଇ ପ୍ରକଳ୍ପ ସମେତ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ନୂଆବର୍ଷରେ ବଲାଙ୍ଗୀର ଜିଲ୍ଲା ଗସ୍ତ କରି ସୁକତେଲ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ପଦ୍ମପୁର ଜିଲ୍ଲା ମାନ୍ୟତା ମିଳିବା ନେଇ ପ୍ରଶାସନିକ ପ୍ରକ୍ରିୟା ଜାରି ରହିଛି । ମୁଖ୍ୟମନ୍ତ୍ରୀ ପଦ୍ମପୁର ଗସ୍ତ କରି ଜିଲ୍ଲା ମାନ୍ୟତା ସଂପର୍କରେ ବିଧିବଦ୍ଧ ଘୋଷଣା କରିବେଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗସ୍ତ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି। ଢେଙ୍କାନାଳର ଯୋରନ୍ଦା ପୀଠରେ ପୁନଃବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏନେଇ୧୧୨ କୋଟି ଟଙ୍କାର ମାଷ୍ଟରପ୍ଲାନକୁ ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିଲେ । ଢେଙ୍କାନାଳ ପରେ ମୁଖ୍ୟମନ୍ତ୍ରୀ ସମ୍ବଲପୁର, ବରଗଡ଼ ଓ ବଲାଙ୍ଗୀର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି।ଆସନ୍ତାକାଲି ଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗସ୍ତ

Leave a comment

Design a site like this with WordPress.com
Get started