ଓଏସଏପି ପ୍ରଥମ ବାଟାଲିୟନ ଢେଙ୍କାନାଳ ଶାଖା ସଂଘ୍ ନିର୍ବାଚନ ପାଇଁ ଆଜି ପାର୍ଥିପାତ୍ର ଦାଖଲ କରିଛନ୍ତି । ଆଜି ଦିନ ୧୦ ଟା ରେ ସିମିଲିଆ ଶିବ ମନ୍ଦିର ରୁ ଏକ ଶୋଭାଯାତ୍ରା କରି ବାଟାଲିୟନ ରେ ପର୍ଥିପାତ୍ର ଦାଖଲ କରିଛନ୍ତି । ସଭାପତି ପଦ ପାଇଁ କିଶୋର ମହାନ୍ତି(ବାବୁ) , ଉପସଭାପତି ପଦ ପାଇଁ ହାବିଲଦାର ମୃତୁଞ୍ଜୟ ଦାସ, ସେକ୍ରେଟାରୀ ପଦ ପାଇଁ ସିପାହୀ ନିବାରଣ ଦାସ, କୋଷାଧ୍ୟକ୍ଷ ପଦ ପାଇଁ ସିପାହୀ ଲିଟୁ ସାହୁ , ଜଏଣ୍ଟ ସେକ୍ରେଟାରୀ ୧ ପାଇଁସିପାହୀ ପ୍ରଭାକର ସାମଲ , ଜଏଣ୍ଟ ସେକ୍ରେଟାରି ୨ ପାଇଁହାବିଲଦାର ଜିତୁ ନାୟକ ଓ ଅନ୍ୟାନ୍ୟ ୫ଜଣ ସଭ୍ୟ ତାପସ ରଂଜନ ସାମଲ, ସୌଭାଗ୍ୟ ରଂଜନ ବାରିକ , ରଂଜନ କୁମାର ନାୟକ , ମନୋରଞ୍ଜନ ସ୍ୱାଇଁ , ସୁବାସ ପଟେଲ ପ୍ରମୁଖ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ସୂଚନା ।#DhenkanalUpdate

ଓଏସଏପି ପ୍ରଥମ ବାଟାଲିୟନ ଢେଙ୍କାନାଳ ଶାଖା ସଂଘ୍ ନିର୍ବାଚନ ପାଇଁ ଆଜି ପାର୍ଥିପାତ୍ର ଦାଖଲ କରିଛନ୍ତି । ଆଜି ଦିନ ୧୦ ଟା ରେ ସିମିଲିଆ ଶିବ ମନ୍ଦିର ରୁ ଏକ ଶୋଭାଯାତ୍ରା କରି ବାଟାଲିୟନ ରେ ପର୍ଥିପାତ୍ର ଦାଖଲ କରିଛନ୍ତି । ସଭାପତି ପଦ ପାଇଁ କିଶୋର ମହାନ୍ତି(ବାବୁ) , ଉପସଭାପତି ପଦ ପାଇଁ ହାବିଲଦାର ମୃତୁଞ୍ଜୟ ଦାସ, ସେକ୍ରେଟାରୀ ପଦ ପାଇଁ ସିପାହୀ ନିବାରଣ ଦାସ, କୋଷାଧ୍ୟକ୍ଷ ପଦ ପାଇଁ ସିପାହୀ ଲିଟୁ ସାହୁ , ଜଏଣ୍ଟ ସେକ୍ରେଟାରୀ ୧ ପାଇଁ
ସିପାହୀ ପ୍ରଭାକର ସାମଲ , ଜଏଣ୍ଟ ସେକ୍ରେଟାରି ୨ ପାଇଁ
ହାବିଲଦାର ଜିତୁ ନାୟକ ଓ ଅନ୍ୟାନ୍ୟ ୫ଜଣ ସଭ୍ୟ ତାପସ ରଂଜନ ସାମଲ, ସୌଭାଗ୍ୟ ରଂଜନ ବାରିକ , ରଂଜନ କୁମାର ନାୟକ , ମନୋରଞ୍ଜନ ସ୍ୱାଇଁ , ସୁବାସ ପଟେଲ ପ୍ରମୁଖ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ସୂଚନା ।

#news odia odisha

Leave a comment

Design a site like this with WordPress.com
Get started