ପୋରୁଅଖୋଜ ଗ୍ରାମର ବିଶିଷ୍ଟ ସମାଜସେବୀ ଟିକିନାଭାଇଙ୍କ ପୂଜ୍ୟପିତା ସ୍ବର୍ଗତ ଲିଙ୍ଗରାଜ ସେଠି ଙ୍କ ଏକାଦଶlହ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ରେ ଯୋଗଦେଲେ ପୂର୍ବତନ ବିଜେପି ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର ଓ ଗଁଦିଆ ଡିଜିଟାଲ ମିଡ଼ିଆ ର ପ୍ରଦୀପଦାସ

**ପୋରୁହଖୋଜ ଗ୍ରାମ ର ବିଶିଷ୍ଟ ସମାଜସେବୀ , ଯୁବ ସମାଜସେବୀ ଟିକିନା ଭାଇ ଙ୍କ ପୂଜ୍ୟପିତା ତଥା ପ୍ରାକ୍ତନ ପଶୁ ଚିକିତ୍ସକ ସ୍ବର୍ଗତ ଲିଙ୍ଗରାଜ ସେଠୀ ଙ୍କ ଏକାଦଶାହ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ରେ ଯୋଗଦେଇ ପବିତ୍ର ଆତ୍ମା ର ସଦଗତି ନିମନ୍ତେ ପର୍ଥାନ କଲେ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ରପାତ୍ର ଓ ଗଁଦିଆ ଡିଜିଟାଲ ମିଡ଼ିଆ ର ପ୍ରଦୀପଦାସ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସଭାରେ ଯୋଗଦାନ

Leave a comment

Design a site like this with WordPress.com
Get started